Back

ଅତୀତ


  1. Atīta (ସଂ.ବିଣ.) - ଗତ Gone; passed.

  2. ଭୂତ; ପୂର୍ବେ ଘଟିଥବା Past in point of time; gone by.

  3. ଅତିକ୍ରାନ୍ତ Passed over.

  4. ମୃତ Dead.

  5. ଯେ ପାରି ହୋଇଅଛି; ଅତିକ୍ରମଣ କରିଥିବା One who has got over.

  6. ଅତିରିକ୍ତ Excessive.

  7. ଯେଉଁ ସମୟ ଚାଲି ଯାଇଅଛି Elapsed (time)

  8. ଯେ କାର୍ଯ୍ୟରେ ହେଳା କରିଅଛି One who has neglected; negligent.

  9. (ବ୍ୟାକରଣ) ପୂର୍ବେ ଘଟିଥିବା କ୍ରିୟାର କାଳ (grammar) Past (tense).

  10. (ସଂ.ବି.) - ଶୈବ ସମ୍ପ୍ରଦାୟବିଶେଷ  Name of a Ṡa̲i̱ba sect.

  11. ଅତୀତ କାଳ The past




  • ଅତୀତା (ସ୍ତ୍ରୀ)