Back

ଅକର୍ମଶିଳା

Also [ ଅକର୍ମଣ୍ୟ ପ୍ରସ୍ତର, ଅକର୍ମଣ୍ୟ ଶିଳା, ଅକର୍ମଶିଳ ]




  1. Akarmaṡiḻā (ଦେ.ବି.) - ଏହା ହତିଆର ଦ୍ୱାରା କଟା ହୋଇ କୌଣସି କର୍ମୋପଯୋଗୀ କରାଯାଇ ନ ପାରିବାରୁ)  ଏକ ପ୍ରକାର ଅତି ଟାଣୁଆ ପଥର  A kind of very hard stone of vulcanic origin.