Back

ଅତୀନ୍ଦ୍ରିୟ


  1. Atīndriya (ସଂ.ବିଣ.) - (ଅବ୍ୟୟୀଭାବ; ଇନ୍ଦ୍ରିୟକୁ ଅତିକ୍ରମ କରି) ଇନ୍ଦ୍ରିୟାତୀତ; ଇନ୍ଦ୍ରିୟର ଅଗୋଚର Imperceptible; imperceivable by the senses; supersensuous.

  2. (ସଂ.ବି.) - (ସାଂଖ୍ୟଦର୍ଶନ) ଆତ୍ମା (Sāṁkhya-philosophy) The soul.

  3. ପରମାତ୍ମା The supreme soul.

  4. ମନ The mind.