Back

ଅତୁଠ

Also : [ ଅତୋଠ ]




  1. Atuṭha (ଦେ.ବି.) - ନଦୀ ବା ଜଳାଶୟର ଯେଉଁ ଅଂଶ ଗାଧୁଆତୁଠ ବା ପାଣିଘାଟରୂପେ ବ୍ୟବହୃତ ହୁଏ ନାହିଁ That part of a tank or river not used for bathing or watering purposes.

  2. (ଦେ.ବିଣ.) - ଯେଉଁ ନଦୀ ବା ପୋଖରୀରେ ଗାଧୁଆ ତୁଠ ନ ଥାଏ (a river or tank) Having no bathing-ghat.