Back

ଅତୁଳ


  1. Atuḻa (ସଂ.ବିଣ.) - ଅତୁଳନୀୟ; ଅନୁପମ Incomparable; matchless.

  2. ଅପରିମେୟ Immeasurable.

  3. ଅଦ୍ୱିତୀୟ Unequalled; unique.

  4. ଅତି ସୁନ୍ଦର Very beautiful; charming

  5. (ଦେ.ବିଣ.) - ଯାହା ଓଜନ କରାଯାଇ ନ ଥାଏ; ଯାହା ତୁଳା ଯାଇ ନାହିଁ Not weighted.

  6. (ସଂ.ବି.) - ତିଳ (ଗୁଳ୍ମ ଓ ବୀଜ) The sessamum (plant and seed)




  • ଅତୁଳା (ସ୍ତ୍ରୀ)