Back

ଅତୁଲ


  1. Atula (ଦେ.ବି.) - (ଅତୁଳ ବା ଅତୁଲ୍ୟ ଏହା ଅତି ସୁନ୍ଦର ଥିବାରୁ) ସ୍ତ୍ରୀମାନଙ୍କ ହାତଗଣ୍ଠିରେ ପିନ୍ଧିବା ଅଳଙ୍କାର ବିଶେଷ A kind of bracelet.

  2. ଅସମାନ Unequal.

  3. ଅସମତଳ (ତୁଲ -ବିପରୀତ)  Not plain.