Back

ଅତୁଲ୍ୟ


  1. Atulya (ସଂ.ବିଣ.) - ଅସମାନ Unequal.

  2. (ବହୁବ୍ରୀହି) ଅତୁଳନୀୟ; ଅନୁପମ Incomparable; matchless.

  3. ଅପରିମେୟ Immeasurable.

  4. ଅଦ୍ୱିତୀୟ Unequalled; unique.

  5. ଅତି ସୁନ୍ଦର Very beautiful; charming

  6. (ଦେ.ବିଣ.) - ଯାହା ଓଜନ କରାଯାଇ ନ ଥାଏ; ଯାହା ତୁଳା ଯାଇ ନାହିଁ Not weighted.