Back

ଅକର୍ମା


  1. Akarmā (ସଂ.ବିଣ.) -  ନିକମା; ନିଷ୍କର୍ମା; ଯେ କୌଣସି କର୍ମ କରୁ ନାହିଁ; ବେକାର୍ Unemployed. 

  2. ଅଳସୁଆ  Idle; lazy. 

  3. ଅକର୍ମଣ୍ୟ Worthless. 

  4. କର୍ମ କରିବାକୁ ଅକ୍ଷମ Unfit for work. 

  5. ହୀନକପାଳିଆ; ମନ୍ଦଭାଗ୍ୟ; ହତଭାଗ୍ୟ Unlucky.

  6. କୁକ୍ରିୟାକାରୀ; ନିନ୍ଦିତକର୍ମକାରୀ Doing evil deeds.