Back

ଅତୃଷିକ


  1. Atṛushika (ଗ୍ରା.) - (ସଂ. ଅତୃଷିତ) ଯାହାକୁ ତୃଷ୍ଣା କରି ନାହିଁ  Not yet feeling thirsty.

  2. ତୃଷ୍ଣାରହିତ Thirstless.

  3. ଯାହାର ତୃଷ୍ଣା ଶାନ୍ତ ହୁଏ ନାହିଁ One whose thirst is not satiated.