Back

ଅତ୍ତା

Also : [ ଅତ୍ତି, ଅତ୍ତିକା ]




  1. Attā (ସଂ.ବିଣ.) - ଭୋଜନକାରୀ Eating

  2. ଅତି ଭୋଜନକାରୀ; ପେଟୁ Voracious; greedy.

  3. (ସଂ.ବି.) - (ନାଟ୍ୟୋକ୍ତିରେ ବ୍ୟବହୃତ) ମାତା (In stage language) Mother.

  4. ଶାଶୁ Mother-in-law.

  5. ବଡ଼ ଭଉଣୀ Elder sister.

  6. ପିଉସୀ  Father's sister.




  • ଅର୍ତ୍ତା (ସ୍ତ୍ରୀ)



 [ ଦ୍ର ] ସଂସ୍କୃତକୋଷକାର ମନିଅର୍ ୱିଲିଅମ୍‌ସଙ୍କ ମତରେ ‘ଅତ୍ତା’ ଶବ୍ଦ ଦକ୍ଷିଣିଙ୍କ ଭାଷାରୁ ଅନୁକୃତ ହୋଇ ନାଟକରେ ବ୍ୟବହୃତ ହୋଇଛି।