Back

ଅଇଣ୍ଠା ପୋଛିବା


  1. Aiṇṭhā pochhibā (ଦେ.କ୍ରି.) - ଯେଉଁ ସ୍ଥାନରେ କେହି ବ୍ୟକ୍ତି ଭୋଜନ କରିଥାଏ, ସେ ସ୍ଥାନରେ ଅଇଣ୍ଠା ପତ୍ର ବା ଅଇଣ୍ଠା ବାସନ ଉଠାଇ ନେଇ ସେ ସ୍ଥାନରେ ଖାଇଲା ବେଳେ ବୁଣି ଯାଇଥିବା ଅନ୍ନାଦିର କଣାମାନ ଗୋଟାଇ ନେବା ପରେ ସେ ସ୍ଥାନକୁ ଗୋବର, ମାଟି ଓ ପାଣିରେ ଲିପି ସଫା କରିବା। To cleanse a place where a person has taken his meal by removing the plate or leaf, picking up the particles of food strewn on the ground and smearing it with cowdung, earth and water.