Back

ଅତ୍ୟାଚାର


  1. Atyāchāra (ସଂ.ବିଣ.) - ସଦାଚାର ବହିର୍ଭୂତ Against or opposed to approved usage.

  2. ସଦାଚାର ବିରୁଦ୍ଧ କର୍ମକାରୀ Negligent of established custom.

  3. (ସଂ.ବି.) - ହେଳା Negligence; neglect.

  4. ଅନୁଚିତାଚରଣ; ଅସଦାଚରଣ Improper conduct.

  5. ସଦାଚାର ବହିର୍ଭୂତ କାର୍ଯ୍ୟକରଣ Performance of acts not sanctioned by usage.

  6. ଅନ୍ୟାୟ ବା ବେଆଇନ୍ ଆଚରଣ Wrong or illegal conduct.

  7. ଉତ୍ପୀଡ଼ନ; ଉପଦ୍ରବ; ଦୌରାତ୍ମ୍ୟ Oppression; outrage.

  8. ମନ୍ଦ ବ୍ୟବହାର Illtreatment.

  9. ଅଭଦ୍ରାଚରଣ Misbehaviour; indecorous conduct.

  10. ବିଧି ବା ନିୟମ ଭଞ୍ଜନ Transgression; infringement of rules.

  11. କର୍ତ୍ତବ୍ୟ ଲଙ୍ଘନ Breach of duty.

  12. କର୍ତ୍ତବ୍ୟ ଅପେକ୍ଷା ବେଶି କର୍ମ କରଣ Performance of works of supererogation.




  • ଅତ୍ୟାଚାରିଣୀ (ସ୍ତ୍ରୀ)

  • ଅତ୍ୟାଚାରିତ, ଅତ୍ୟାଚାରୀ (ପୁ)