Back

ଅତ୍ୟାଚାରିତ


  1. Atyāchārita (ସଂ.ବିଣ.) - ଯାହା ପ୍ରତି ଅତ୍ୟାଚାର କରା ଯାଇଥାଏ; ଉତ୍ପୀଡ଼ିତ Oppressed; ill treated.




  • ଅତ୍ୟାଚାରିତା (ସ୍ତ୍ରୀ)