Back

ଅତ୍ୟାଧାନ


  1. Atyādhāna (ସଂ.ବିଣ.) - ଉପରେ ସ୍ଥାପନ Laying on; superposition.

  2. ନିୟମଲଙ୍ଘନ Transgresssion.

  3. ଯଜ୍ଞାଗ୍ନିସ୍ଥାପନ ବା ରକ୍ଷଣରେ ହେଳା Neglect of the lighting or maintenance of the sacred fire.

  4. ପ୍ରତାରଣା Deception.




  • ଅତ୍ୟାହିତ (ବିଣ)