Back

ଅତ୍ୟାରୁଢ଼


  1. Atyāru̲ṟḍ̠ẖa  (ସଂ.ବିଣ.) - ଅତ୍ୟନ୍ତ ବଢ଼ିଥିବା Grown to excess.

  2. ଅତିଶୟ ବୃଦ୍ଧ Decrepit; too old.

  3. (ସଂ.ବି.) - ଅତି ଉଚ୍ଚସ୍ଥାନ A very high place.

  4. ଅତ୍ୟନ୍ତ ଉଚ୍ଚତା A great altitude or elevation.

  5. ଅତି ବୃଦ୍ଧ ବ୍ୟକ୍ତି A very old man.




  • ଅତ୍ୟାରୁଢ଼ା (ସ୍ତ୍ରୀ)