Back

ଅତ୍ୟାହିତ


  1. Atyāhita (ସଂ.ବି.) - ଭୟଙ୍କର ବିପଦ ବା ଦୁଃଖ A great calamity.

  2. ଦୁଃସାହସିକ କର୍ମ; ହାଇଁ ସାହାସିଆ କାମ Very rash or daring deed.

  3. ଅମଙ୍ଗଳ; ଅଲକ୍ଷଣ Bad omen or sign.

  4. ରାକ୍ଷସୋଚିତ କାର୍ଯ୍ୟ Devilish act.

  5. (ସଂ.ବିଣ.) - ଉପରେ ସ୍ଥାପିତ Super-imposed.

  6. ପ୍ରତାରିତ Deceived.

  7. ଳଙ୍ଘିତ Transgressed; infringed.