Back

ଅତ୍ୟୁକ୍ତି


  1. Atyukti (ସଂ.ବି.) - ଅତିରଞ୍ଜିତ ବର୍ଣ୍ଣନା Exaggeration.

  2. ଅସମ୍ଭବ ବର୍ଣ୍ଣନା Improbable narration.

  3. (ଅଳଙ୍କାରବିଶେଷ) ଅତିଶୟୋକ୍ତି Hyperbole.

  4. ଅତିରିକ୍ତ ଗପ Excessive talking.