Back

ଅତ୍ରିଜାତ


  1. Atrijāta (ସଂ.ବି.) - (ଅତ୍ରିଙ୍କଠାରୁ ଜାତ) ଚନ୍ଦ୍ର The moon.

  2.  ଦ୍ୱିଜ; ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟ A person belonging to the twice-born castes.