Back

ଅଥ


  1. Atha (ସଂ.ଅ.) - (ଯାହା ଦ୍ୱାରା ବାକ୍ୟର ଅର୍ଥ ସୂଚିତ ହୁଏ) ବାକ୍ୟ, ପ୍ରସ୍ତାବ, ପ୍ରବନ୍ଧ ବା ଗ୍ରନ୍ଥ ଆରମ୍ଭରେ ବ୍ୟବହୃତ ଅବ୍ୟୟ; ଏହିଠାରେ ଆରମ୍ଭ  A particle used at the beginning of a sentence, proposal, essay or book; here begins.

  2. ଅନନ୍ତର; ଏହାପରେ Then; after this.