Back

ଅଥକ୍‌


  1. Athak (ବିଣ.) - (ପ୍ରାଦେ. ସମ୍ବଲପୁର)  ଅତି ଗଭୀର Very deep.

  2. ଅଥଳ; ଯେଉଁ ପାଣିରେ ମନୁଷ୍ୟ ପଶି ବା ଚାଲି କରି ପାରି ହୋଇ ପାରେ ନାହିଁ  Unfordable.

  3. ଯେ ଥକି ନାହିଁ; ଅଶ୍ରାନ୍ତ Untired.