Back

ଅଥର


  1. Athara  (ଗ୍ରା.ବି.) - ନିଷ୍କମ୍ପ; କମ୍ପରହିତ Unshaking; not trembling.

  2. ସ୍ପନ୍ଦନରହିତ Unwavering; not throbbing.

  3. (ପ୍ରାଦେ.ଯାଜପୁର) ଏଥର; ବର୍ତ୍ତମାନ Now.