Back

ଅଥରଥରା

Also : [ ଅଥରଥରୁଆ ]




  1. Atharatharā (ଗ୍ରା.ବିଣ.) - କମ୍ପନମାନ Trembling; tremulous.

  2. ଡରକୁଳା; ଯେ ସାମାନ୍ୟ ଭୟ କଥାରେ ଥରେ Timid.

  3. ଯେଉଁ ବ୍ୟକ୍ତି ଠିଆ ହେଲେ ଥରଥର ହୁଏ Of tremulous gait; nervous




  • ଅଥରଥରୀ (ସ୍ତ୍ରୀ)

  • ଅଥରଥରେଈ (ସ୍ତ୍ରୀ)