Back

ଅଥରା


  1. Atharā (ଦେ.ବିଣ.) - ଓଥରା; ଯେଉଁ ବ୍ୟକ୍ତି ଅତ୍ୟଧିକ ବୟସ ପର୍ଯ୍ୟନ୍ତ ବିବାହ ହୋଇ ନଥାଏ (a person) Not yet married long after attaining marriageable age.

  2. ଯେ ଡରରେ ଥରଥର ହୁଏ ନାହିଁ; ଯେ ଡରକୁଳା ନୁହେଁ; ନିର୍ଭୟ Dauntless; fearless.




  • ଅଥରୀ (ସ୍ତ୍ରୀ)