Back

ଅଥର୍ପା

Also : [ ଅଥରପା ]




  1. Atharpā  (ଦେ.ବିଣ.) - ଯେଉଁ ବ୍ୟକ୍ତି ଠିଆ ହେଲେ ଥରଥର ହୁଏ Of tremulous gait; nervous.

  2. ଯାହାର ପାଦବିକ୍ଷେପ ସ୍ଥିର ନୁହେଁ Of weak or uncertain foothold.

  3. ଅସ୍ଥିରମନା Fickleminded.

  4. ଆଗପଛ ବିଚାରହୀନ Reckless.




  • ଅଥର୍ପୀ (ସ୍ତ୍ରୀ)