Back

ଅଥର୍ବଣ


  1. Atharbaṇa (ସଂ.ବି.) - ଶିବ; ମହାଦେବ God Ṡiva.

  2. (ଭାଗବତ ଷଷ୍ଠ ସ୍କନ୍ଧ ଦଶମ ଅଧ୍ୟାୟରେ ବର୍ଣ୍ଣିତ) ଦଧୀଚି ଋଷି; (ଋଷିବିଶେଷ; ଏ ଦେବତାମାନଙ୍କ ଅନୁରୋଧରେ ଶରୀର ତ୍ୟାଗ କରିବାରୁ ଏହାଙ୍କ ଅସ୍ଥିରୁ ଇନ୍ଦ୍ର ବଜ୍ର ପ୍ରସ୍ତୁତ କରି ବୃତ୍ରାସୁରକୁ ବଧ କଲେ) Name of a sage Dadhīchi.