Back

ଅଥାରମୁହାଁ


  1. Athāramuhāñ (ଦେ.ବିଣ.) - ଯେଉଁ ବ୍ୟକ୍ତିର ମୁହଁ ଅଥାରହାଣ୍ଡିର ମୁହଁ ପରି ଚଟକା ଓ ଅସୁନ୍ଦର Flat faced (person)

  2. ଯେଉଁ ବ୍ୟକ୍ତିର ମୁହଁ ଅଭିମାନ ବା କ୍ରୋଧରେ ଅଥାର ହାଣ୍ଡି ପରି ବିକଟ ହୋଇଥାଏ Scowling; frowning.




  • ଅଥାରମୁହୀଁ (ସ୍ତ୍ରୀ)