Back

ଅଥାରସିଝା


  1. Athārasijhā (ଦେ.ବି.) - ଅଥାରପ୍ରଣାଳୀରେ ପିଠା ବା ବଡ଼ ମାଛ ବା ମାଂସ ଆଦି ସିଝାଇବା Steaming of cakes, fish and meat over a pot.

  2. (ଦେ.ବିଣ.) - ଅଥାର ପ୍ରଣାଳୀରେ ସିଝା ଯାଇଥିବା (ପିଠା, ମାଛ ଆଦି) Steamed on a pot; steamed.