Back

ଅଦକ୍ଷିଣ


  1. Adakshiṇa (ସଂ.ବିଣ.) -  ଯେଉଁ ଯଜ୍ଞାଦି ଅନୁଷ୍ଠାନ ଶେଷରେ ବ୍ରାହ୍ମଣ ଓ ପୁରୋହିତଙ୍କୁ ଦକ୍ଷିଣା ଦିଆଯାଏ ନାହିଁ (sacrifices and rites) In which no present is given to the Brāhmaṇas or to the officiating priest.

  2. ବାମ; ଡେବିରି Left

  3. ସାଦାସିଦା; ନିଷ୍କପଟ; ସରଳ Simple-minded; guileless.

  4. ନିର୍ବୋଧ Silly; foolish.

  5. ପ୍ରତିକୂଳ Unfavourable.

  6. ଅଦକ୍ଷ Not skilful.

  7. ଅଚତୁର Not clever.