Back

ଅଦଗ୍ଧ


  1. Adagdha (ଦେ.ବିଣ.) - ପୋଡ଼ା ଯାଇ ନଥିବା Unburnt.

  2. ଶାସ୍ତ୍ରନିର୍ଦ୍ଧିଷ୍ଟ ବିଧାନ ଅନୁସାରେ ଦଗ୍ଧ କରାଯାଇ ନଥିବା (ଯଥା ଶବ)  Not burnt or cremated according to prescribed rites (E.g., a corpse).