Back

ଅଇଣ୍ଠା ବରତନ

Also (ଅଇଣ୍ଠା ବର୍ତ୍ତନ, ଅଇଣ୍ଠା ବାସନ)




  1. Aiṇṭhā baratana (ଦେ.ବି.)  - ଯେଉଁ ଥାଳି ଆଦି ପାତ୍ରରେ କୌଣସି ବ୍ୟକ୍ତି ଅନ୍ନାଦି ଭୋଜନ କରିଥାଏ। Utensil in which a person has taken is meal.