Back

ଅଦତ୍‌


  1. Adat (ସଂ.ବିଣ.) - ଦନ୍ତହୀନ Toothless.

  2. (ବୈ.ବି.) - ନଗଦ ଧନ; ରୋକଡ଼ା ମୁଦ୍ରା Cash; hard cash.

  3. ଉପସ୍ଥିତ ଟଙ୍କା; ହାତରେ ଥିବା ଟଙ୍କା Cash in hand.

  4. ଭଙ୍ଗାଯାଇ ନ ଥିବା କିମ୍ବା ଖୁଚୁରା ନ ଥିବା ପୂର୍ଣ୍ଣ ମୁଦ୍ରା  Whole rupees.

  5. (ବୈ.ବିଣ.) - ନଗଦ (ଧନ) Cash (money)  

  6. ଅଭଙ୍ଗା ଟଙ୍କା ଥିବା (ଧନ) (Cash) Consisting of whole rupees only.

  7. ନଗଦାନଗଦି; ରୋକ୍‌ଠୋକ୍  In cash.

  8. କେବଳ ପୂରା ଟଙ୍କାରେ ଦିଆଯିବା In whole rupees.




  • ଅଦତୀ (ସ୍ତ୍ରୀ)