Back

ଅଦତ୍ତ


  1. Adatta (ସଂ.ବିଣ.) - ଯାହା ଦିଆଯାଇ ନାହିଁ Not given away.

  2. ଅନ୍ୟାୟରୂପେ ଦତ୍ତ Unjustly given.

  3. ଯାହାକୁ ଅନ୍ୟ ସଙ୍ଗେ ବିବାହ ଦିଆଯାଇ ନାହିଁ Not given in marriage.

  4. ଯେଉଁ ବ୍ୟକ୍ତି କିଛିମାତ୍ର ଦାନ କରି ନାହିଁ (a person) who has given nothing.

  5. (ସଂ.ବି.) - (ସ୍ମୃତିଶାସ୍ତ୍ର) ବେଆଇନ୍ ଦାନ; ଯେଉଁ ଦାନ ଆଇନଅନୁସାରେ ଅସିଦ୍ଧ (Law) A donation which is legally null and void. (ଯଥା - ବାତୁଳ ଦ୍ୱାରା ଦାନ; ବିପନ୍ନ ବ୍ୟକ୍ତି ବା ବଳାତ୍କୃତ ବ୍ୟକ୍ତି ଦ୍ୱାରା ଦାନ।)

  6. ଯେଉଁ ଦାନକୁ ଦାତା ବା ଦାତାର ସ୍ଥଳାଭିଷିକ୍ତ ବ୍ୟକ୍ତି ରଦ୍ କରିପାରେ A revocable gift.




  • ଅଦତ୍ତା (ସ୍ତ୍ରୀ)