Back

ଅଦତ୍ତପୂର୍ବା


  1. Adattapūrbā (ସଂ.ବିଣ.) - ଯେଉଁ କନ୍ୟା ବାଗ୍‌ବତ୍ତା ହୋଇ ନାହିଁ; ଯେଉଁ କନ୍ୟାର ମହାପ୍ରସାଦ ନିର୍ବନ୍ଧ ବା 'ସିଉକାର' ବା 'ପାଟମୁଦି' ସମ୍ପାଦିତ ହୋଇନାହିଁ Not betrothed (girl); (a girl) Who has not been formally promised by her guardians in marriage to a bride - groom.