Back

ଅଦତ୍ତା


  1. Adattā (ସଂ.ବିଣ.) - ଯେଉଁ କନ୍ୟାକୁ ତାର ପିତା ବରପାତ୍ରଙ୍କୁ ସମର୍ପଣ କରି ନାହାନ୍ତି  (a girl) Who has not been formally given in marriage to the bridegroom.

  2. ଅବିବାହିତା Not yet married; unmarried.

  3. (ସଂ.ବି.) - ଅବିବାହିତା କନ୍ୟା; ଅଭିଆଡ଼ୀ ଝିଅ  An unmarried girl.