Back

ଅକଳଙ୍କୀ


  1. Akaḻaṅkī (ଦେ.ବିଣ.) - ଯେଉଁ ଧାତୁମୟ ପଦାର୍ଥରେ କଳଙ୍କି ବା ଜଙ୍ଗ୍ ଲାଗି ନାହିଁ Unrusted; not rusty.

  2. ନିର୍ଦ୍ଦୋଷ, ଅନିନ୍ଦ୍ୟ Blameless, taintless




  • (ଅକଳଙ୍କିନୀ -ସ୍ତ୍ରୀ)