Back

ଅଦନ୍ତ୍ୟ


  1. Adantya (ସଂ.ବିଣ.) - ଯେଉଁ ବର୍ଣ୍ଣ ଦନ୍ତ୍ୟ ନୁହେ Not dental (letter).

  2. ଦନ୍ତ ଅନିଷ୍ଟକର Injurious to the teeth.

  3. ଦନ୍ତର ଅଯୋଗ୍ୟ Not suitable for the teeth.

  4. (ସଂ.ବି.) - ଦନ୍ତହୀନତା Toothlessness.