Back

ଅଦଲ୍‌


  1. Adal (ବୈ.ବିଣ.) - (ଆ. ଅଦଲ୍=ନ୍ୟାୟ; ନିଷାପ) ନାମଞ୍ଜୁର ବା ରଦ୍ କରାଯାଇଥିବା (ଆଦେଶ) Set aside; nullified (order)

  2. ଲଙ୍ଘିତ; ଅବଜ୍ଞାତ (ଆଦେଶ) Disobeyed; disregarded (Order).

  3. (ପ୍ରା. ବାଲେଶ୍ୱର) (ଲୁଣପୋକ୍ତାନି ହେବା କାଳରେ ବ୍ୟବହୃତ ଶବ୍ଦ)  ମରା ହେବା ଲୁଣ ଓଜନ ହୋଇ ଗୋଲାରେ ରଖାଗଲେ ତା ଉପରେ ମରାଯିବା ଚିହ୍ନ ବା ଛାପ  (a term used in Balasore salt-manufacture) A mark put on salt after it was weighed and stored in the warehouse.