Back

ଅକଳଥାନ


  1. Akaḻathāna (ଦେ.ବି.) - ଅସୁବିଧାଜନକ ସ୍ଥାନ Incovenient place.

  2. ଦେହର ଗୁପ୍ତାଙ୍ଗ Any private part of the body.

  3. ଦେହର ମର୍ମସ୍ଥାନ Any vulnerable part of the body. 

  4. ଯେଉଁ ସ୍ଥାନକୁ ହାତ ପାଏ ନାହିଁ A place beyond reach.