Back

ଅଦଲ୍‌ଦାର

Adaldār (ବି.) - (ପ୍ରା. ବାଲେଶ୍ୱର) (ଲୁଣପୋକ୍ତାନି ହେବା କାଳରେ ବ୍ୟବହୃତ ଶବ୍ଦ)  ଓଜନ ହୋଇ ଗୋଲା ଜାତ ହେବା ଲୁଣରେ ଚିହ୍ନ ମାରିବା କର୍ମଚାରୀ An officer whose duty was to affix a mark or seal on the manufactured salt after it was weighed and stored in the warehouse.