Back

ଅଦଳ


  1. Adaḻa (ସଂ.ବିଣ.) - ଯାହାର ପତ୍ର ନାହିଁ Leafless.

  2. ଯେଉଁ ଫୁଲର ପାଖୁଡ଼ା ନାହିଁ  Petalless.

  3. ଯାହାର ଅଂଶ ନାହିଁ Having no parts.

  4. (ସଂ.ବି.) - ହିଞ୍ଜଳ (ଗଛ) —A tree; Barringtonia Acutangula.




  • ଅଦଳା (ସ୍ତ୍ରୀ)