Back

ଅଦଳବଦଳ


  1. Adaḻabadaḻa (ଦେ.ବି.) - ହେର୍ ଫେର୍; ପରସ୍ପର ପରିବର୍ତ୍ତନ Interchange.

  2. ବଦଳି; ବିନିମୟ; ଏକ ଦ୍ରବ୍ୟ ବଦଳରେ ଅନ୍ୟ ଦ୍ରବ୍ୟର ଦିଆନିଆ Exchange; Barter.

  3. ଏକ ବସ୍ତୁର ସ୍ଥାନରେ ଅନ୍ୟ ବସ୍ତୁର ସ୍ଥାପନ ଓ ଦ୍ୱିତୀୟ ବସ୍ତୁ ସ୍ଥାନରେ ପ୍ରଥମ ବସ୍ତୁର ସ୍ଥାପନ The interchanging of one thing with another and viceversa.

  4. ଓଲଟ ପାଲଟ; ଲେଉଟ ପାଉଟ; ବିପର୍ଯ୍ୟସ୍ତ ହେବା ଅବସ୍ଥା State of being turned upside down.

  5. ପ୍ରତିଶୋଧ; ଯେଷାକୁତେଷା  Tit for tat.

  6. (ବୈ.ବିଣ.) - ପରସ୍ପର ସଙ୍ଗେ ବିନିମୟ କରାଯାଇଥିବା Exchanged.

  7. ବଦଳାଯାଇଥିବା Bartered.

  8. ବିପର୍ଯ୍ୟସ୍ତ Turned upside down