Back

ଅଦଳା


  1. Adaḻā (ସଂ.ବିଣ.) ଅଦଳର ସ୍ତ୍ରୀ ଲିଙ୍ଗ Feminine of adaḻa.

  2. (ସଂ.ବି.) - ଘୃତ କୁମାରୀ ଗୁଳ୍ମ Indian Aloe (plant)

  3. (ଦେ.ବିଣ.) ଦଳିତ ହୋଇ ନ ଥିବା Unbruised.