Back

ଅଦଳାଇବା


  1. Adalāibā (କ୍ରି.) - (ପ୍ରା. ସମ୍ବଲପୁର) ଆଉଜିବା; ଠେଁସ ଦେଇ ବସିବା ବା ଠିଆ ହେବା To lean towards.

  2. (ପିଠି ଅଣ୍ଟା ଆଦି) ଘୋଳି ହେବା; ଉଧେଇବା To smart (said of back & waist)

  3. ବଥାଇବା To ache.