Back

ଅଦାଗ

Also : [ ଅଦାଗୀ ] 




  1. Adāga (ଦେ.ବିଣ.) - ଯହିଁରେ କୌଣସି ଦାଗ ପଡ଼ି ନାହିଁ Not having any mark on it.

  2. ଯେଉଁ ଲୋକ ଅପରାଧ ପାଇଁ ପୂର୍ବେ କେବେ ସଜା ପାଇ ନାହିଁ (person) Having no previous conviction.

  3. ଯେଉଁ ଫଳ (ଯଥା - ପାଚିଲା ଆମ୍ବ)ରେ କୌଣସି ଖଣ୍ଡିଆ ବା ସଢ଼ା ଚିହ୍ନ ନାହିଁ (fruit) Not having any mark or indication of being rotten.

  4. ନିଷ୍କଳଙ୍କ Stainless.