Back

ଅଦାନ


  1. Adāna (ସଂ.ବି.) - କୃପଣ; ଅଦାତା Miserly.

  2. ଯେଉଁ ହାତିର ଗଣ୍ଡରୁ ଦାନବାରି ବହି ନାହିଁ  (an elephant) without rut.

  3. ଅପାତ୍ରରେ ଦାନ Donation or gift to an unfit person.

  4. ନିକୃଷ୍ଟ ବା ଗର୍ହିତ ବା ଅଯୋଗ୍ୟ ଉଦ୍ଦେଶ୍ୟରେ ଦାନ Gift towards an improper or bad object.

  5. ନିକୃଷ୍ଟ ଦାନ Inferior donation.




  • ଅଦାନା (ସ୍ତ୍ରୀ)