Back

ଅଦାନ୍ତିଆ

Also : [ ଅଦାନ୍ତୁଆ ]




  1. Adāntiā (ଦେ.ବିଣ.) - ଦନ୍ତହୀନ Toothless.

  2. ଯେଉଁ ଶିଶୁର ଦାନ୍ତ ଉଠି ନାହିଁ  (a child) Who has not yet teethed.

  3. ଯେଉଁ ବଳଦ ବା ଦାମୁଡ଼ି ଦାନ୍ତେଇ ନାହିଁ  A bullock which has not yet cut its front teeth.




  • ଅଦେନ୍ତେଈ (ସ୍ତ୍ରୀ)