Back

ଅଦାୟିକ


  1. Adāyika (ସଂ.ବିଣ.) - ନାୱାରସୀ (ମାଲ)  (property) Not claimed by an heir.

  2. ଯେଉଁ ବିଷୟ ଦାୟ ବା ଉତ୍ତରାଧିକାରୀ ସମ୍ବନ୍ଧୀୟ ନୁହେ  (matter) Not relating to inheritance.

  3. (ପୁଂ) ଯାହାର କେହି ଉତ୍ତରଧିକାରୀ ନାହିଁ  Heirless; having no heirs.




  • ଅଦାୟିକା (ସ୍ତ୍ରୀ)