Back

ଅଦାଲତୀ

Also : [ ଅଦାଲତିଆ ]




  1. Adālatī (ବୈ.ବିଣ.) - ଅଦାଲତ ସମ୍ବନ୍ଧୀୟ Relating to a court.

  2. ଅଦାଲତରେ ବ୍ୟବହୃତ  Used in court. (ଯଥା - ଅଦାଲତିଆ ଭାଷା)

  3. ଯେଉଁ ବ୍ୟକ୍ତି ଅଦାଲତରେ ଚାକିରି ବା କର୍ମ କରେ (a person) Working or serving in a court.

  4. ଯେଉଁ ବ୍ୟକ୍ତି ମକଦ୍ଦମା ମାମଲା ଉପଲକ୍ଷରେ ବହୁତ ସମୟ କଚିରିକୁ ଯାଏ A person who frequents courts in connection with cases.