Back

ଅଦାହ୍ୟ


  1. Adāhya (ସଂ.ବିଣ.) ଯାହା ପୋଡ଼ି ହୁଏ ନାହିଁ; ଯହିଁରେ ନିଆଁ ଧରେ ନାହିଁ Incombustible.

  2. ଯାହାକୁ ଚିତାଗ୍ନିରେ ପୋଡ଼ିବା ଶାସ୍ତ୍ରବିରୁଦ୍ଧ ଅଟେ Not fit to be burnt on the funeral pyre.



 [ ଦ୍ର ]  ଦୁଇ ବର୍ଷରୁ ନ୍ୟୁନ ବୟସ୍କ ପିଲା ମରିଗଲେ ତାକୁ ଅଗ୍ନିସଂସ୍କାର ନ କରି ମାଲ୍ୟ ଚନ୍ଦନାଦି ଭୂଷିତ କରି ଅରଣ୍ୟରେ ପକାଇଦେବା।