Back

ଅତିତି


  1. Aditi (ସଂ.ବି.) ମୃତ୍ୟୁ Death.

  2. ପରମେଶ୍ୱର God.

  3. ଦାନ କରିବାର ଶକ୍ତିହୀନତା  Inability to give.

  4. ନିଃସ୍ୱତା Poverty.

  5. (ଖୁବ୍ ବଡ଼ ଥିବାରୁ ଯାହାକୁ ଛେଦନ କରାଯାଇ ନ ପାରେ) ପୃଥିବୀ  The earth.

  6. (ବୈଦିକ) ଗାଭୀ Cow.

  7. ଅନ୍ତରୀକ୍ଷ; ଶୂନ୍ୟ; ମହାଶୂନ୍ୟ The space; the void; the eternal and infinite expanse.

  8. ଅସୀମତା Boundlessness.

  9. ସ୍ୱାଧୀନତା Freedom.

  10. ନିରାପଦତା Safety.

  11. ବିଶାଳତା Immensity. 

  12. ଅସରନ୍ତି; ପ୍ରାଚୁର୍ଯ୍ୟ  Inexhaustible; abundance.

  13. ପୂର୍ଣ୍ଣତା Perfection.

  14. ଅଖଣ୍ଡତା unimpaired condition.

  15. (ଅ-ବିରୋଧ+ଦିତି=ଦୈତ୍ୟମାତା; ଦିତିଙ୍କ ସପତ୍ନୀ ଥିବାରୁ) - ଦେବମାତା The name of the mother of the gods.  (ଏ ଦକ୍ଷଙ୍କର ଆଠ କନ୍ୟା ଓ କଶ୍ୟପଙ୍କ ଆଠ ପତ୍ନୀ ମଧ୍ୟରୁ ଏକତମ। ଏହାଙ୍କଠାରୁ ବିଷ୍ଣୁ, ଇନ୍ଦ୍ର, ଆଦିତ୍ୟାଦି ଦେବତାମାନେ ଜନ୍ମି ଥିଲେ; ବାମନ ଅବତାରରେ ଏ ବିଷ୍ଣୁଙ୍କର ମାତା ଥିଲେ। ଏହାଙ୍କ ଦେବତା ରୂପେ ପୂଜା କରାଯିବାର ଋଗ୍‌ବେଦରେ ବର୍ଣ୍ଣିତ ହୋଇଅଛି)

  16. (ବୈଦିକ) ଦୁଗ୍ଧ Milk.

  17. ବାକ୍ୟ Speech.

  18. (ଦ୍ୱିବଚନ) ସ୍ୱର୍ଗ ଓ ମର୍ତ୍ତ୍ୟ The heaven and the earth.

  19. ପୁନର୍ବସୁ ନକ୍ଷତ୍ର The 7th lunar mansion.

  20. (ସଂ.ବିଣ.) (ବୈଦିକ) ସ୍ୱାଧୀନ Free.

  21. ଅବଦ୍ଧ Not tied.

  22. ଅସୀମ Boundless.

  23. ଅଭଗ୍ନ Unbroken.

  24. ପୂର୍ଣ୍ଣ Entire; unimpaired

  25. ସୁଖୀ Happy.